ଜୁଲାଇ ୨୫ ଓ ୨୯ରେ ପଶ୍ଚିମବଙ୍ଗକୁ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର : ଜୁଲାଇ ୨୫ ଓ ୨୯ରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହୋଇଥିବାରୁ ଭୁବନେଶ୍ବରରୁ ହାୱଡାକୁ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ୨୫ ଓ ୨୯ ତାରିଖରେ ଭୁବନେଶ୍ବର-ହାୱଡା(୦୨୦୭୪) ସ୍ବତନ୍ତ୍ର ଟ୍ରେନ୍‌ ଭୁବନେଶ୍ବରରୁ ଓ ହାୱଡା-ଭୁବନେଶ୍ବର(୦୨୦୭୩) ହାୱଡାରୁ ଉକ୍ତ ଦୁଇ ଦିନ ଚଳାଚଳ କରିବ ନାହିଁ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର