ଭୁବନେଶ୍ବର: ଜଣେ ନାବାଳକ ବିନା ହେଲମେଟରେ ସ୍କୁଟି ଚଳାଉଥିବା ହେତୁ ତାଙ୍କୁ ତଣ୍ଡ ଗଣିବାକୁ ପଡ଼ିବ। ମିଳିଥିବା ସୂଚନା ଅନୁଯାୟୀ, ସାଲେପୁରର ଅମୀୟ କୁମାର ପରିଡ଼ାଙ୍କ ପୁଅ ଦେବାଶିଷ ପରିଡ଼ା ରାଜଧାନୀରେ ଆଜି ସକାଳେ ଏକ ସ୍କୁଟି(ଓଆର୍ ୦୨ଏଜି ୦୧୮୩) ଚଳାଉଥିବା ବେଳେ ଟ୍ରାଫିକ୍ ପୁଲିସ୍ ତାଙ୍କୁ ଧରିଥିଲା।
/sambad/media/post_attachments/wp-content/uploads/2020/12/scooty-1.jpg)
ତାଙ୍କୁ ମୋଟ୍ ୨୬ ହଜାର ଟଙ୍କାର ଜରିମାନା କରିଛି ପରିବହନ ବିଭାଗ। ଏଥିମଧ୍ୟରୁ ନାବାଳକ ହୋଇ ସ୍କୁଟି ଚଳାଉଥିବା ହେତୁ ୨୫ହଜାର ଟଙ୍କା ଓ ବିନା ହେଲମେଟରେ ସ୍କୁଟି ଚଳାଉଥିବା ହେତୁ ତାଙ୍କୁ ୧ ହଜାର ଟଙ୍କା ଗଣିବାକୁ ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/60K-Fine-to-Scooty-Driver_Thumbnail.jpg)