ପୁରୀ : ବ୍ରିଟେନ ରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କୁ ବାଲୁକା ଆନିମେସନ୍ରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶିଳ୍ପୀ ଶ୍ରୀଧର ଦାସ। ସ୍ୟାଣ୍ଡ୍ ଆନିମେସନ୍ରେ ସେ ରାଣୀ ଏଲିଜାବେଥଙ୍କ ଅବିକଳ ଚିତ୍ର ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା।
ମହାରାଣୀଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଖବର ଶୁଣିବା ପରେ ତାଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ସେ ନିଜର କାରିଗରୀ ମାଧ୍ୟମରେ ଶ୍ରଦ୍ଧା ନିବେଦନ କରିଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/sand-arts-animation.jpg)