ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ନିକଟସ୍ଥ କେନ୍ଦୁଡିକଟା ଠାରେ ଏକ ଦଶ ଚକିଆ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ପାଣିରେ ପଡ଼ି ଯାଇଛି। ତେବେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଲହୁଣିପଡ଼ା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି।
ଦୁର୍ଘଟଣାଗ୍ରସ୍ତ ହୋଇ ପାଣିରେ ଖସି ପଡ଼ିଲା ଦଶଚକିଆ ଟ୍ରକ୍
/sambad/media/post_attachments/wp-content/uploads/2020/11/lahuni.jpg)