ମୈଦଲପୁର: ପାପଡାହାଣ୍ଡି ମୈଦଲପୁର ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ନବରଙ୍ଗପୁର ଓ କଳାହାଣ୍ଡିଜିଲ୍ଲା ସୀମାନ୍ତ ଘାଟିରେ ଏକ ଟମାଟୋ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଛି।
ଅଳ୍ପକେ ବର୍ତ୍ତିଯାଇଛନ୍ତି ଉଭୟ ଡ୍ରାଇଭର ଓ ହେଲ୍ପର। ଖବର ପାଇ ମୈଦଲପୁର ଥାନା ଏ ଆଇ ସି ଲୋକେଶ କୁମାର ଭୋଇ ଓ କମଳ ଲଚନ ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ ବେଙ୍ଗାଲୁରୁ ଠାରୁ ଏକ ଟ୍ରକ ଟୋମାଟ ବୋଝେଇ କରି ସମ୍ବଲପୁର ଯାଉଥିବା ସମୟରେ ରାତ୍ର ୩ ଘଣ୍ଟା ସମୟରେ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ମୈଦଲପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଆକାଶ ବିଶୋୟୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/27/truck-loaded-with-tomatoes-overturns-after-losing-balance-both-driver-and-helper-survive-2025-09-27-10-56-57.jpg)