ନିରାକାରପୁର : ଗୁରୁବାର ଦିନ ନିରାକାରପୁର ପୁଲିସ ପକ୍ଷରୁ ଧରପଗଡ଼ବେଳେ ଲେଣ୍ଡୋ ପଞ୍ଚାୟତ -ଯାଜପୁର ରାସ୍ତାରୁ ଓଡି୦୨ଜି୪୦୩୨ ନମ୍ବର ବିଶିଷ୍ଟ ଚୋରା ମାଙ୍କଡ଼ା ପଥର ବୋଝେଇ ୪୦୭ ଟ୍ରକ୍କୁ ପୁଲିସ ଜବତ କରିଛି। ଜବତ ବେଳେ କୌଶଳକ୍ରମେ ଚାଳକ ଖସି ପଳାଇଯିବାକୁ ସକ୍ଷମ ହୋଇଛି। ଏନେଇ ନିରାକାରପୁର ପୁଲିସ ପକ୍ଷରୁ ୧୪୭/ ୨୩ରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ଚାଲିଛି ଖୁବଶୀଘ୍ର ଚାଳକକୁ ଗିରଫ କରାଯିବ ବୋଲି ଥାନାଧିକାରୀଣୀ ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।
ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ଜବତ
/sambad/media/post_attachments/wp-content/uploads/2023/06/K-34-Mankada-pathara-bojhei-truck-jabata.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)