ହାଟଡିହି : ଆନନ୍ଦପୁର-ଭଦ୍ରକ ରାସ୍ତାର ଶାସଙ୍ଗ ଛକରୁ ଏକ ଦଶଚକିଆ ଟ୍ରକ୍ ଚୋରି ହୋଇଛି। ଶାସଙ୍ଗ ଗ୍ରାମର ରଶ୍ମିରଞ୍ଜନ ନାୟକ ୨୭ ତାରିଖ ରାତି ୯ଟାବେଳେ ଶାସଙ୍ଗ ଛକରେ ଟ୍ରକ୍ ରଖି ଘରକୁ ପଳାଇଥିଲେ। ପରଦିନ ସକାଳୁ ଆସିଲାବେଳକୁ ଗାଡ଼ି ନଥିଲା। ଏନେଇ ସେ ଅନେକ ଖୋଜାଖୋଜି କରିବା ପରେ ଗତକାଲି ଏ ସମ୍ପର୍କରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍ ନମ୍ବର ୧୫୫/୨୦୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଶାସଙ୍ଗ ଛକରୁ ଟ୍ରକ୍ ଚୋରି
/sambad/media/post_attachments/wp-content/uploads/2020/12/truck-copy.jpg-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)