ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବନ୍ୟା ଆଶଙ୍କା ଉପୁଜିଛି। ଏ ନେଇ ଗଣମାଧ୍ୟରେ ନିଜ ମତ ରଖି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି କି ‘ସବୁ ନଦୀ ବିପଦ ସଂକେତ ତଳେ ଅଛନ୍ତି। କେବଳ ବଂଶଧାରା ନଦୀ ବିପଦ ସଂକେତର ସାମାନ୍ୟ ଉପରେ ଅଛି। ଖଇରମାଳରୁ ମହାନଦୀ ଯାଏ ସମସ୍ତ ନଦୀ ବିପଦ ସଂକେତ ତଳେ ଅଛନ୍ତି। ଉପକୂଳ ଓଡ଼ିଶାରେ ବନ୍ୟା ଭୟ ସବୁବେଳେ ଥାଏ। ସେଥିପାଇଁ ଜଳ ସମ୍ପଦ ବିଭାଗ ସବୁବେଳେ ସଚେତନ ଓ ସଜାଗ ଅଛି। ବର୍ଷା ଯଦି ଅଧିକ ହୁଏ, ସେ ସମୟରେ ବୈଠକ ନେଇ ପଦକ୍ଷେପ ନିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଜିରୋ କାଜୁଆଲଟିକୁ ଗୁରୁତ୍ଵ ଦିଅନ୍ତି।’
ସବୁ ନଦୀ ବିପଦ ସଂକେତ ତଳେ ରହିଛି: ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ
/sambad/media/post_attachments/wp-content/uploads/2022/08/Untitled-39.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)