ତୁଷାରକାନ୍ତି କାକଟପୁର ବିଜେଡି ପ୍ରାର୍ଥୀ

ସୂର୍ଯ୍ୟଙ୍କ ଉପରୁ ନିଲମ୍ବନ ଉଠିଲା

ଭୁବନେଶ୍ବର : କାକଟପୁର ବିଧାନସଭା ନିର୍ବାଚମଣ୍ଡଳୀର ବିଜେଡି ପ୍ରାର୍ଥୀ ବଦଳିଛନ୍ତି। ବର୍ତ୍ତମାନ ବିଧାୟକ ସୁରେନ୍ଦ୍ର ‌େସଠୀଙ୍କୁ ପ୍ରଥମେ ଦଳୀୟ ଟିକେଟ୍‌ ଦିଆଯାଇଥିଲା। ତେ‌େବ ପରବର୍ତ୍ତୀ ସମୟରେ ବିଜେପି ଟିକେଟ୍‌ ପାଇଥିବା ତୁଷାରକାନ୍ତି ବେହେରା ବିଜେଡିରେ ଯୋଗ ଦେଲେ। ଏହା ପରେ ଶ୍ରୀ ସେଠୀଙ୍କୁ ପ୍ରାର୍ଥିପତ୍ର ଦାଖଲ କରିବାକୁ ମନା କରାଗଲା। ଏହାକୁ ନେଇ ବିବାଦ ବି ଦେଖାଦେଲା।

ସୂର୍ଯ୍ୟଙ୍କ ଉପରୁ ନିଲମ୍ବନ ଉଠିଲା

ଭୁବନେଶ୍ବର : ଆଜି ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ନେତା ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ଉପରୁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି। ନିଲମ୍ବନ ଆଦେଶ ପ୍ରତ୍ୟାହାର ନେଇ ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର