ଜୁନାଗଡ଼ : ଜୁନାଗଡ଼ ପୁଲିସ୍ ପକ୍ଷରୁ ବୁଧବାର ଗାଡ଼ି ଚେକିଂ କରାଯାଉଥିବା ବେଳେ ଦୁଇ ଜଣ ମଦ୍ୟପ ବାଇକ୍ ଚାଳକ ଧରାପଡ଼ିଛନ୍ତି। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ଜୁନାଗଡ଼ ଥାନା କଲେଇଗାଁର କାନ୍ତ ବୋଡେ଼କ (୩୫) ଓ କୋକସରା ଥାନା ଖୁଟଲୁଗୁଡା ଗ୍ରାମର ପାରେଶ୍ୱର ଭୈସାଲ (୩୭)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହ ସେମାନଙ୍କ ବାଇକ୍କୁ ମଧ୍ୟ ଜବତ କରାଯାଇଥିବା ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି।
ମଦ ପିଇ ଗାଡ଼ି ଚଲାଇବା ମହଙ୍ଗା ପଡ଼ିଲା, ୨ ଅଭିଯୁକ୍ତ କୋର୍ଟଚାଲାଣ
/sambad/media/post_attachments/wp-content/uploads/2023/03/junagarh.jpg)