ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନ୍ରୁ ଇବ୍ବ୍ରିଜ ଭିତରେ ଥିବା ୟାର୍ଡରେ ଏକ ମାଲବାହୀ ଟ୍ରେନର ଶେଷ ଦୁଇଟି ବଗି ଲାଇନ ଚ୍ୟୁତ ହୋଇଥିଲା। ଫଳରେ ପ୍ରାୟ ୧ ଘଣ୍ଟା ମୁଖ୍ୟ ଲାଇନ୍ରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିବା ଷ୍ଟେସନ ମାଷ୍ଟର ଏ. ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଗୁରୁବାର ରାତି ୧୦ ଟାରେ ଏହି ଘଟଣା ଘଟିଥିଲା।
୨ ବଗି ଲାଇନ୍ ଚ୍ୟୁତ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ
/sambad/media/post_attachments/wp-content/uploads/2022/05/train.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)