ହରଭଙ୍ଗା: ବୌଦ୍ଧ ଥାନା ସାମ୍ପୋଚ ଗ୍ରାମରେ ଶନିବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ୩୮ବର୍ଷିୟ ସତ୍ୟ ନାରାୟଣ ସ୍ୱାଇଁ ବୋଲି ସୂଚନା ମିଳିଛି। ନିଜ ଘର ସାମ୍ନାରେ ଗ୍ରାମର ନିମାଇଁ ଥାଟି ଓ ଦୁର୍ଯ୍ୟୋଧନ ଥାଟି ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଆଣିଥିବା ବେଳେ ଅଭିଯୁକ୍ତ ଦୁଇ ଭାଇ ଘଟଣା ପରେ ଫେରାର ଥିବା ଜଣା ପଡ଼ିଛି।
ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟାକଲେ ଦୁଇ ଭାଇ: ଉଭୟ ଅଭିଯୁକ୍ତ ଫେରାର
/sambad/media/post_attachments/wp-content/uploads/2024/01/46d085e4-2888-4221-bc69-731dd31cfd81.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)