ରାଜନଗର : ଦୀର୍ଘ ୬୦ ଦିନ ପରେ କଇଁଛ ଅନ୍ତୁଡିଶାଳ ଗହୀରମଥା ପୁଣି ଚଳଚଂଚଳ ହୋଇ ଉଠିଛି। ଲକ୍ଷାଧିକ ମା କଇଁଛ ଗହୀରମଥାର ଅଗରନାସୀ–୨ରେ ସମୂହ ଅଣ୍ତାଦାନ ପକ୍ରିୟା ଶେଷ କରିଥିଲେ। ମଙ୍ଗଳବାର, ବୁଧବାର, ଗୁରୁବାର ୩ଦିନ ଭିତରେ ୨ କୋଟି ୨୮ ଲକ୍ଷ ଶାବକ ଅଣ୍ତାରୁ ବାହାରି ସମୁଦ୍ର ଭିତରକୁ ଚାଲି ଯାଇଛନ୍ତି।
ଏହି ପ୍ରକ୍ରିୟା ଆଉ ଦୁଇ ଚାରିଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/trutil.jpg)