ତୁମୁଡ଼ିବନ୍ଧ/ରେଢ଼ାଖୋଲ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ରେଞ୍ଜର ବାଟାଗୁଡା ପଞ୍ଚାୟତ ଟଙ୍ଗମ ଗାଁରେ ଭାଲୁ ଆକ୍ରମଣରେ ପତ୍ନୀର ଜୀବନ ଚାଲିଯାଇଥିବା ବେଳେ ବାପା ଓ ଝିଅ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ମୃତ ମହିଳା ଜଣକ ହେଲେ ବାଦୁଲି ମଳିକ(୪୩) ଓ ଗୁରୁତର ମାନେ ହେଲେ ବାପା ବାଞ୍ଚା ମଳିକ ଓ ଝିଅ ସର୍ପ ମଳିକ। ସେହିଭଳି, ଏକ ଜଙ୍ଗଲୀ ବାର୍ହା ଆକ୍ରମଣରେ ସମ୍ବଲପୁର ଜିଲ୍ଲା ବଡ଼ମାଳ ରେଞ୍ଜ୍ ଗରଗଡ଼ବାହାଳ ପଞ୍ଚାୟତ ଲେମଟିଦାଦର ଗ୍ରାମର ଗେଥଲ ମାଝି (୫୫)ଙ୍କ ମୃତ୍ୟୁ ଘଟିଛି। ଏହି ଦୁଇଟି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଭାଲୁ, ବାର୍ହା ଆକ୍ରମଣରେ ୨ ମୃତ, ମୃତ ମହିଳାଙ୍କ ସ୍ବାମୀ ଓ ଝିଅ ଗୁରୁତର
/sambad/media/post_attachments/wp-content/uploads/2021/03/l_bear-1473007291_835x547.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)