ଚୌଦ୍ବାର-ଚାରବାଟିଆ/ ଗୁରୁଡିଝାଟିଆ : ଚୌଦ୍ବାର ଥାନା ଅନ୍ତର୍ଗତ ବାଣୀପଦା ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଗ୍ରାମ ଛକ ନିକଟ ୫୫ନ˚ ଜାତୀୟ ରାଜପଥେର ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କରମୃତ୍ୟୁ ହେବା ସହିତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ ଜଗତପୁର ଶିକାରୀସାହିର ସ୍ବର୍ଗତ ଭାସ୍କର ଦାସଙ୍କ ସ୍ତ୍ରୀ ସାବିତ୍ରୀ ଦାସ(୫୮) ଓ ଆସ୍ରାମ୍ ଖାନ୍।
ଦୁର୍ଘଟଣାରେ ୨ ମୃତ: ଜଣେ ଗୁରୁତର, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ
/sambad/media/post_attachments/wp-content/uploads/2018/10/Accident-near-Laxminarayanpur-choudwar.jpg)