ବିସ୍ଫୋରଣରେ ଯବାନ ଆହତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲଙ୍କ ହିଂସାକାଣ୍ଡ ଥମିବାର ନାମ ନେଉ ନାହିଁ। ଆଜି ସକାଳ ପ୍ରାୟ ସାଢେ ୯ଟାରେ କୋଣ୍ଡାସବାଲୀ ନିକଟରେ ରାସ୍ତା କାମକୁ ସୁରକ୍ଷା ଦେଉଥିବା ଯବାନଙ୍କୁ ଆମ୍ବୁସ ଲଗାଇ ଅତର୍କିତ ଆକ୍ରମଣ କରିଥିଳେ। ସେହିପରି ଗୋଟିଏ ଲ୍ୟାଣ୍ଡ ମାଇନକୁ ବି ବିସ୍ଫୋରଣ କରିଥିଲେ। ଏଥିରେ ୨୩୧ ସିଆରପିଏଫ ବାଟାଲିୟନ ଇନସପେକ୍ଟର ଏ.ଏମ ଆୟୁପ୍ପନ ଆହତ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର