୨ ମିଲିସିଆ ଗିରଫ

କୋରାପୁଟ : ମାଓବାଦୀଙ୍କୁ ସମର୍ଥନ କରିବା ସହ ବିଭିନ୍ନ ହିଂସାକାଣ୍ଡରେ ସାହାଯ୍ୟ କରୁଥିବା କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ ନାଲାପଦର ଗ୍ରାମର ଦୁଇଜଣ ମିଲିସିଆ  ନାଶି ତାଡିଙ୍ଗି ଓ କସନା ତାଡିଙ୍ଗଙ୍କୁ ପୁଲିସ୍‌ ଗିରଫ କରିଛି।  ଏହି ଦୁଇଜଣ ୨୦୧୭ ମସିହାର ବହୁଚର୍ଚ୍ଚିିତ ପିଡିକା ରାତୁନୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ। ପୁଲିସ ଇନଫର୍ମର ସନ୍ଦେହରେ ୪୦ରୁ ୫୦ ସଶସ୍ତ୍ର ମାଓବାଦୀ ଘରୁ ତାଙ୍କର ଗଳାକାଟି ଦେଇଥିଲେ। ଆଜି ଦୁହିଁଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର