ଦୁଇ ସ୍ବତନ୍ତ୍ର ଟ୍ରେନ୍‌ ଦୁଇ ଦିନ ବାତିଲ

ଭୁବନେଶ୍ବର : ଖୋର୍ଧାରୋଡ ରେଳ ମଣ୍ଡଳ ଅନ୍ତର୍ଗତ ଶାଳଗାଁ ଓ ରାଜଆଠଗଡ଼ ଷ୍ଟେସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ କାର୍ଯ୍ୟକ୍ଷମ ଲାଗି ରାଜଆଠଗଡ଼ ଷ୍ଟେସନଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିଛି। ଏଥିପାଇଁ ରାଉରକେଲା-ଭୁବନେଶ୍ବର-ରାଉରକେଲା(୦୨୮୬୧/୦୨୮୬୨) ଓ ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ(୦୮୩୦୩/୦୮୩୦୪) ଏପ୍ରିଲ ୨୭ ଓ ୨୮ ତାରିଖ ଦିନ ବାତିଲ ରହିବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର