ଭୁବନେଶ୍ବର : ଯାତ୍ରୀ ହେଉ ନ ଥିବାରୁ ପୁଣି ଦୁଇଟି ଟ୍ରେନ୍କୁ ବାତିଲ୍ କରାଯାଇଛି। ଭୁବନେଶ୍ୱର - ବଲାଙ୍ଗୀର - ଭୁବନେଶ୍ୱର ବିଶେଷ ଟ୍ରେନ୍ (୦୮୪୯୩ / ୦୮୪୯୪) ଏବଂ ଭୁବନେଶ୍ୱର - କେନ୍ଦୁଝରଗଡ଼-ଭୁବନେଶ୍ୱର ବିଶେଷ ଟ୍ରେନ (୦୮୪୫୬/ ୦୮୪୫୫) ଜୁଲାଇ ୨୦ରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ବାତିଲ୍ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ଯାତ୍ରୀ ନ ହେବାରୁ ଦୁଇ ଟ୍ରେନ୍ ବାତିଲ୍
/sambad/media/post_attachments/wp-content/uploads/2021/06/RGD_Train.jpg)