ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା: ଜାତୀୟ ରାଜପଥର ସୁଙ୍କି ଘାଟି ଜାମ୍

କୋରାପୁଟ: ଜାତୀୟ ରାଜପଥର ସୁଙ୍କି ଘାଟି ନିକଟରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହାଫଳରେ ଜାତୀୟ ରାଜପଥର ସୁଙ୍କି ଘାଟି ଜାମ୍ ହୋଇଛି। ଏହାଫଳରେ ଘାଟିର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ଭୋର୍ ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର