କୋରାପୁଟ:କୋରାପୁଟ ଜିଲ୍ଲା ଡୁମୁରୀ ପୁଟ ଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଦୁଇ ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ମାଲବାହୀ ଟ୍ରକ ରାସ୍ତାରେ ଓଲଟିଛି। ଏଣେ ସେମିଳିଗୁଡ଼ା-କୋରାପୁଟ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି।ଏବେ ଡୁମୁରିପୁଟ ଠାରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବା ଜଣାଯାଇଛି। ଏହି କାରଣରୁ ଶତାଧିକ ଗାଡ଼ି ଉଭୟ ପାର୍ଶ୍ୱରେ ଅଟକି ରହିଛି।
ଦୁଇ ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା: ସେମିଳିଗୁଡ଼ା-କୋରାପୁଟ ମଧ୍ୟରେ ଯୋଗାଯୋଗ ବିଛିନ୍ନ
/sambad/media/post_attachments/wp-content/uploads/2024/07/k-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)