ଭୁବନେଶ୍ବର : ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିଷ୍ଠିତ ଚାଟାର୍ଡ ଆକାଉଣ୍ଟାଣ୍ଟ ତଥା ଶିକ୍ଷାବିତ୍ ଉଦୟ ନାରାୟଣ ନନ୍ଦଙ୍କୁ ପିସିସି ସାଧାରଣ ସଂପାଦକ ଓ ହରେକୃଷ୍ଣ ସାହୁଙ୍କୁ ସଂପାଦକ ଭାବେ ନିଯୁକ୍ତ ଦେଇଛନ୍ତି। ଏ ନେଇ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଅନୁମୋଦନ ଦେଇଥିବା ପିସିସି ଉପସଭାପତି ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି।
ଉଦୟ ନନ୍ଦ ପିସିସି ସାଧାରଣ ସଂପାଦକ ନିଯୁକ୍ତ
/sambad/media/post_attachments/wp-content/uploads/2019/04/cong-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)