ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଶାସନ ଓ ରେଙ୍ଗାଲି ଷ୍ଟେସନ ମଧ୍ୟରେ ସକାଳ ସାଢ଼େ ୯ଟା ସମୟରେ ମାଲଗାଡ଼ି ସମ୍ମୁଖକୁ ଡେଇଁ ଜଣେ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବା ସମୟରେ ତାଙ୍କ ପରିଚୟ ମିଳିପାରିନାହିଁ। ଏନେଇ ସମ୍ବଲପୁର ଜିଆର୍ପି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲାକୁ ପଠାଇଛି।
ମାଲଗାଡ଼ି ସମ୍ମୁଖକୁ ଡେଇଁ ଆତ୍ମହତ୍ୟା
/sambad/media/post_attachments/wp-content/uploads/2020/10/dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)