ଭୁବନେଶ୍ବର : କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଆଜି ବିଳମ୍ବିତ ରାତିରେ ଭୁବନେଶ୍ବରେର ପହଞ୍ଚିଛନ୍ତି। ଆସନ୍ତାକାଲି ପୂର୍ବାହ୍ନରେ କିସ୍ରେ ତାଙ୍କର ଏକ କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ପାରାଦୀପ ଯାଇ ମତ୍ସ୍ୟଜୀବୀମାନଙ୍କ ସହ ଆଲୋଚନା କରିବା ସହ ସାମୁଦ୍ରିକ ଥାନା ପରିଦର୍ଶନ କରିବେ।
କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ
/sambad/media/post_attachments/wp-content/uploads/2019/07/nityananda.jpg)