ଝାରସୁଗୁଡ଼ା: ଝାରସୁଗୁଡ଼ା ବାଲିଯୋରି ଏଫ୍ସିଆଇ ନିକଟରେ ରେଳ ଧାରଣା ଉପରେ ଜଣେ ଅପରିଚିତ ଯୁବକଙ୍କ ମୃତଦେହ ଜିଆର୍ପି ଉଦ୍ଧାର କରିଛି। ଏହି ଯୁବକଙ୍କ ପାଖରେ ପଡ଼ିଥିବା କିଛି ଟଙ୍କା, ଏଟିଏମ୍ କାର୍ଡ ଓ ରେଳ ଟିକେଟକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ଏଟିଏମ୍ କାର୍ଡରେ ଯୁବକଙ୍କ ନାମ ଦେଓଲାଲ ସେନ୍ ବୋଲି ଉଲ୍ଲେଖ ରହିଛି। ପୁଲିସ ଶବ ଜବତ କରି ତଦନ୍ତ କରୁଥିବା ଆଇଆଇସି ସୌଦାମିନୀ ନାଗ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)