ଜେଲ୍‌ରେ କଏଦୀଙ୍କ ଅସ୍ବାଭାବିକ ମୃତ୍ୟୁ

ଆନ୍ଧ୍ରରୁ ଆସିଲା ଦାଦନ ଶ୍ରମିକଙ୍କ ଶବ

ଝାରସୁଗୁଡ଼ା: ଝାରସୁଗୁଡ଼ା ସବ୍‌-ଜେଲରେ ରବିବାର ପ୍ରତ୍ୟୁଷରୁ ଜଣେ କଏଦୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ କଏଦୀର ନାମ ସୁଶାନ୍ତ ବୁଦୁଲା ଓ ସେ ଗତ ୨୦୧୪ ମସିହାରେ  ଲଇକେରା ଥାନା ଅନ୍ତର୍ଗତ ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅପରାଧରେ ୭.୧୦.୨୦୨୧ରୁ ଆଜୀବନ କାରାଦଣ୍ଡ ଭୋଗୁଥିଲେ।

ଗତ ରାତିରେ ସାଢ଼େ ୨ଟାରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ଜେଲ ପକ୍ଷରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୋର ୪ ଟାରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe