ବିଧାନସଭା ଭୋଟ ଗଣତି ଟ୍ରେଣ୍ଡ : ଜାଣନ୍ତୁ କେଉଁଠାରେ କେଉଁ ଦଳର କେଉଁ ପ୍ରାର୍ଥୀ ଆଗରେ

ଭୁବନେଶ୍ୱର : ଭୋଟ ଗଣତି ଯେତେ ଯେତେ ଆଗେଇବାରେ ଚାଲିଛି ସେତେ ସେତେ ଟ୍ରେଣ୍ଡ ଅଧିକ ସଂଖ୍ୟାରେ ହସ୍ତଗତ ହେଉଛି । ମିଳିଥିବା ତାଜା ତଥ୍ୟ ଅନୁଯାୟୀ, ଜାଣନ୍ତୁ କେଉଁ ଆସନରେ କିଏ ଆଗରେ ଅଛନ୍ତି ।
୧.ଖୋର୍ଦ୍ଧା : ଜିତୁ ମିତ୍ର(ବିଜେଡ଼ି)
୨.ବେଗୁନିଆ : ରାଜେନ୍ଦ୍ର ସାହୁ(ବିଜେଡ଼ି)
୩. ଚିଲିକା : ପ୍ରଶାନ୍ତ ଜଗଦେବ(ବିଜେଡ଼ି)
୪. ହିନ୍ଦୋଳ : ସୀମାରାଣୀ ନାୟକ(ବିଜେଡ଼ି)
୫. ବୌଦ୍ଧ : ସୁଶାନ୍ତ ପ୍ରଧାନ (ବିଜେପି)
୬. ଧର୍ମଶାଳା : ପ୍ରଣବ ବଳବନ୍ତ ରାୟ(ବିଜେଡ଼ି)
୭. ନବରଙ୍ଗପୁର : ସଦାଶିବ ପ୍ରଧାନୀ(ବିଜେଡ଼ି)

OrissaPOST

୮. ପାଟଣାଗଡ଼ : ସରୋଜ ମେହର(ବିଜେଡ଼ି)
୯. ଆସ୍କା : ମଞ୍ଜୁଳା ସ୍ୱାଇଁ (ବିଜେଡ଼ି)
୧୦. ଭଟ୍‌ଲି : ସୁଶାନ୍ତ ସିଂହ(ବିଜେଡ଼ି)
୧୧. ରଣପୁର : ସତ୍ୟ ନାରାୟଣ ସାହୁ(ବିଜେଡ଼ି)
୧୨.ଭୁବନେଶ୍ୱର(ମଧ୍ୟ) : ଅନନ୍ତ ନାରାୟଣ ଜେନା(ବିଜେଡ଼ି)
୧୩. ବଲାଙ୍ଗୀର : ନରସିଂହ ମିଶ୍ର (କଂଗ୍ରେସ)
୧୪. ବ୍ରଜରାଜନଗର : କିଶୋର ମହାନ୍ତି (ବିଜେଡ଼ି)
୧୫. ଭୁବନେଶ୍ୱର(ଏକାମ୍ର) : ଅଶୋକ ପଣ୍ଡା(ବିଜେଡ଼ି)
୧୬.ବରଗଡ଼ : ଦେବେଶ ଆଚାର୍ଯ୍ୟ(ବିଜେଡ଼ି)
୧୭. ଫୁଲବାଣୀ : ଅଙ୍ଗଦ କହଁର(ବିଜେଡ଼ି)
୧୮.ଯାଜପୁର : ପ୍ରଣବ ପ୍ରକାଶ ଦାସ(ବିଜେଡ଼ି)
୧୯. ସୋନପୁର : ନିରଞ୍ଜନ ପୂଜାରୀ(ବିଜେଡ଼ି)

ସମ୍ବନ୍ଧିତ ଖବର