ଭୁବନେଶ୍ବର : ୟୁପିଏସ୍ସି ମାଗଣା କୋଚିଂ ଲାଗି ଗତ ୨୬ ତାରିଖରେ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିତା ରୋଲ ନମ୍ବର ଅନୁଯାୟୀ ଏସ୍ଏସ୍ବି ୱେବସାଇଟ୍ ssbodisha.ac.in ରେ ଉପଲବ୍ଧ ହୋଇଛି। ସାଧାରଣ ବର୍ଗ, ଏସ୍ଇବିସି, ଏସ୍ସି, ଏସ୍ଟି ବର୍ଗ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ସୂଚନା ଅନୁଯାୟୀ ରାଜ୍ୟର ୨୦୦ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା କୋଚିଂ ଦିଆଯିବ।
ୟୁପିଏସ୍ସି ମାଗଣା କୋଚିଂ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ
/sambad/media/post_attachments/wp-content/uploads/2021/05/upsc-exam.jpg)