ଭୁବନେଶ୍ୱର: ଆଜି ଭୁବନେଶ୍ୱରଠାରେ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସମ୍ମିଳନୀ ଆରମ୍ଭ ହୋଇଛି। ରାଜଭବନ ପରିସରରେ ଆୟୋଜିତ ଏହି କୁଳପତି ସମ୍ମିଳନୀକୁ ରାଜ୍ୟପାଳ ଡ. ଏସସି ଜମୀର ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଛନ୍ତି। ଏହିସମ୍ମିଳନୀରେ ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗ ଦେଇଛନ୍ତି।
ରାଜଭବନରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ ଆରମ୍ଭ
/sambad/media/post_attachments/wp-content/uploads/2018/01/governorscjamir.jpg)