ଭବାନୀପାଟଣା: ଭବାନୀପାଟଣା କୋର୍ଟ ପରିସରରେ ଆଜି ଭର୍ଚୁଆଲ ହାଇକୋର୍ଟ ଉଦ୍ଘାଟିତ ହୋଇଛି। ଆଜି ଅନ୍ଲାଇନ୍ ଯୋଗେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଧନଞ୍ଜୟ ୟାଇ ଚନ୍ଦ୍ରଚୁଡ଼ ଓ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ୍. ମୁରଲୀଧର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ଏହି କୋର୍ଟ ମାଧ୍ୟମରେ ହାଇକୋର୍ଟ ସହ ଭବାନୀପାଟଣା କୋର୍ଟ ଯୋଡ଼ି ହୋଇଛି। ଉଦ୍ଘାଟନୀ ଉତ୍ସବରେ କଳାହାଣ୍ଡି କୋର୍ଟ ପରିସରରେ ଜିଲ୍ଲା ଦୌରାଜଜ ସମେତ ସମସ୍ତ କୋର୍ଟର ବିଚାରପତି ଓ ଆଇନଜୀବୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/31-1.jpg)