ଗଡ଼ିଶାଗୋଦା : ଗତକାଲି କଣାସ ଥାନା ଅଧୀନସ୍ଥ ଏକ ଅଞ୍ଚଳରେ ଜଣେ ଯୁବକକୁ ୩ରୁ ୪ଜଣ ଯୁବକ ଉଲଗ୍ନ କରି ମାଡ଼ମାରୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ମାଡ଼ଖାଉଥିବା ଛାତ୍ରଟି ମହାବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ତାଙ୍କୁ ଯୁବକମାନେ ଉଲଗ୍ନ କରି ମାଡ଼ମାରୁଥିବା ବେଳେ ସେ କାନ୍ଦିକାନ୍ଦି ଛାଡିଦେବାକୁ ଗୁହାରି କରୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ କଣାସ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।
ଯୁବକକୁ ଉଲଗ୍ନ କରି ମାଡ଼ ମରାଯାଉଥିବା ଭିଡିଓ ଭାଇରାଲ୍
/sambad/media/post_attachments/wp-content/uploads/2022/09/mada-viral.jpg)