ଆସିକା: ଗଞ୍ଜାମ ଆସିତା ଥାନା ଋଷୁପୁର ନିକଟରେ ବଡ଼ ନଦୀ ପଠାରୁ ବେଆଇନ ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଵିରୋଧ କରାଯାଇଛି। ବାଲି ଗାଡ଼ି ଅଟକାଇ ଗାଁ ଲୋକେ ବିରୋଧ କରିଥିଲେ।
ଘାଟ ନିକଟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/02/villagers-protest-against-illegal-sand-mining-2025-07-02-12-05-41.jpg)
