ଯାଜପୁର : ଯାଜପୁର ବିଧାନସଭା ମଣ୍ଡଳୀ ୯୮ ନମ୍ବର ବୁଥରେ ଇଭିଏମ ଅଚଳ। ଆରମ୍ବ ହୋଇପାରୁନି ମତଦାନ। ସକାଳ ୬ ରୁ ଲୋକ ଧାଡ଼ିରେ ଠିଆ ହୋଇଥିଲେ। ତେବେ ଜଣେ ଭୋଟ ଦେବା ପରେ ମତଦାନ ବନ୍ଦ ରହିଛି। ଇଭିଏମ ଅଚଳ ଯୋଗୁ ମତଦାନ ଆରମ୍ଭ ହୋଇ ପାରି ନଥିଲା।
ଫଳରେ ଭୋଟରଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା। ଭୋଟ ନ ଦେଇ ପାରି ବିରକ୍ତ ହୋଇ ଭୋଟର ଘରକୁ ଫେରିଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/9.png)