ଝାରସୁଗୁଡ଼ା : ଆଜି ବ୍ରଜରାଜନଗର ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ। ଆଜି ସକାଳ ୭ ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ଏହି ନିର୍ବାଚନମଣ୍ଡଳୀର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର୍ ମତଦାନ କରିବେ। ମଇଦାନରେ ୧୧ ଜଣ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଏବଂ କଂଗ୍ରେସର କିଶୋର ପଟେଲ। ୩ ତାରିଖରେ ଭୋଟ ଗଣତି ହେବ।
ବ୍ରଜରାଜନଗର ବିଧାନସଭା ନିର୍ବାଚନ ଫଳାଫଳ: ୧୯୬୧ରୁ ୨୦୧୯
/sambad/media/post_attachments/wp-content/uploads/2022/05/eddddddd-300x228.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/election-fffff-1.jpg)