ଝାରସୁଗୁଡ଼ା : ଆଜି ବ୍ରଜରାଜନଗର ଉପନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ। ଆଜି ସକାଳ ୭ ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ କରାଯିବ। ଏହି ନିର୍ବାଚନମଣ୍ଡଳୀ‌ର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର୍‌ ମତଦାନ କରିବେ। ମଇଦାନରେ ୧୧ ଜଣ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଏବଂ କଂଗ୍ରେସର କିଶୋର ପଟେଲ। ୩ ତାରିଖରେ ଭୋଟ ଗଣତି ହେବ।

Advertisment

ବ୍ରଜରାଜନଗର ବିଧାନସଭା ନିର୍ବାଚନ ଫଳାଫଳ: ୧୯୬୧ରୁ ୨୦୧୯

publive-image