କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ପୁଟାଖେତା (ଫଲସାପଦର) ଗ୍ରାମ ବନ ସୁରକ୍ଷା ସମିତି ସଭାପତି ଭରତ ବଗର୍ତ୍ତି(୩୫)ଙ୍କୁ ହାତୀ କଚାଡ଼ି ମାରି ଦେଇଛି। ସେ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଛି।
ଭିଏସ୍ଏସ୍ ସଭାପତିଙ୍କୁ ହାତୀ କଚାଡ଼ି ମାରିଲା
/sambad/media/post_attachments/wp-content/uploads/2018/06/ele-1.jpg)
କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ପୁଟାଖେତା (ଫଲସାପଦର) ଗ୍ରାମ ବନ ସୁରକ୍ଷା ସମିତି ସଭାପତି ଭରତ ବଗର୍ତ୍ତି(୩୫)ଙ୍କୁ ହାତୀ କଚାଡ଼ି ମାରି ଦେଇଛି। ସେ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଛି।
Join and get latest news updates delivered to you via WhatsApp