ପାରାଦୀପ: ବଙ୍ଗୋପ ସାଗରରେ ମଙ୍ଗଳବାର ଠାରୁ ଦୁଇଦିନିଆ ଉପକୂଳ ସମରାଭ୍ଯାସ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଏହି ସମରାଭ୍ଯାସର ନାମ ‘ସାଗର କବଚ’ ରଖାଯାଇଥିଲା ବେଳେ ଏଥର ଭଦ୍ରକ ଜିଲ୍ଲା ଧାମରା ଠାରୁ ଗଂଜାମ ଜିଲ୍ଲା ଗୋପାଳପୁର ପର୍ଯ୍ୟନ୍ତ ଉପକୂଳରେ ଏହି ସମରାଭ୍ୟାସ ଚାଲୁଛି ଏଥି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିବା ଜଣାପଡ଼ିଛି। ଏହି ସମରାଭ୍ୟାରେ ଭାରତୀୟ ତଟରକ୍ଷୀ ବାହିନୀ, ମେରାଇନ ପୁଲିସ, ଜଙ୍ଗଲ ବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ସଂସ୍ଥା ପ୍ରଭୁତି ସାମିଲ ହୋଇଥିବା ମଧ୍ଯ ଜଣାପଡିଛି।
/sambad/media/post_attachments/wp-content/uploads/2023/04/29266cab-c29d-46f1-a9a1-2317312a4755.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/ee7b9297-f96e-4cf6-9b61-a6ddd6a6bba0.jpg)