ବେଗୁନିଆ: ପାଣି ସମସ୍ୟା ଲାଗି ରହିଥିବାରୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଦେଉଳି ପଞ୍ଚାୟତର ଗୋଡ଼ା ଗାଁର ଗ୍ରାମବାସୀ ପ୍ରତିବାଦ ଜଣାଇବାକୁ ଅଭିନବ ପ୍ରୟାସ କରିଛନ୍ତି। ଗ୍ରାମବାସୀମାନେ ଗରା, ମାଠିଆ, ବାଲଟି ଧରି ଚାଲି ଚାଲି ୧୫ କିଲୋମିଟର ଆସିଛନ୍ତି।
ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ସମସ୍ୟା ଜଣାଇଛନ୍ତି। ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/13-3.jpg)