ଭୁବନେଶ୍ୱର : ଦେଶର ୬ ହଜାର ରେଳ ଷ୍ଟେସନରେ ୱାଇଫାଇ ସୁବିଧା ଉପଲବ୍ଧ ହୋଇଛି। ୨୦୧୬ରୁ ଆରମ୍ଭ ହୋଇଥିବା ଏହି ସୁବିଧା ୫ ବର୍ଷ ମଧ୍ୟରେ ଏଭଳି ସଫଳତା ହାସଲ କରିଛି। ଝାଡ଼ଖଣ୍ଡର ହଜାରିବାଗ ଟାଉନ ଷ୍ଟେସନରେ ଗତକାଲି ୱାଇଫାଇ ସୁବିଧା ହେବା ସହ ୬ ହଜାର ମାଇଲ୍ ଖୁଣ୍ଟ ହାସଲ କରିଛି। ୫୯୯୯ତମ ଷ୍ଟେସନ ଭାବେ ଅନୁଗୁଳ ଜିଲ୍ଲା ଜରପଡା ଷ୍ଟେସନରେ ଗତକାଲି ଯାତ୍ରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଛି। ଏହାକୁ ମିଶାଇ ଓଡ଼ିଶାର ୨୩୨ଟି ଷ୍ଟେସନରେ ୱାଇଫାଇ ସୁବିଧା ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୫୫୦ ରେଳ ଷ୍ଟେସନରେ ଯାତ୍ରୀମାନେ ମାଗଣାରେ ୱାଇଫାଇ ପାଇ ପାରୁଛନ୍ତି। ଏହା ତଳକୁ ଆନ୍ଧ୍ର ପ୍ରଦେଶର ୫୦୯ ଷ୍ଟେସନକୁ ୱାଇଫାଇ କରାଯାଇଛି।
ଓଡ଼ିଶାର ୨୩୨ ଷ୍ଟେସନରେ ୱାଇଫାଇ ସୁବିଧା
/sambad/media/post_attachments/wp-content/uploads/2021/05/wifi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)