ଘରେ ପଡ଼ିଯିବାରୁ ମହିଳାଙ୍କ ମୃତ୍ୟୁ

ପଦ୍ମପୁର: ସଦର ବ୍ଲକ୍ ଅନ୍ତର୍ଗତ ସଦର ଥାନା ଅନ୍ତର୍ଗତ ହଳଦିଆଗୁଣା ଗ୍ରାମର ଦଶରଥ ମହାରଣାଙ୍କ ସ୍ତ୍ରୀ ମୀନା ମହାରଣା(୪୫) ଘରେ ହଠାତ୍ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ପ୍ରଥମେ ତାଙ୍କୁ ନିକଟସ୍ଥ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ।

ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର