ବ୍ୟାସନଗର : ଯାଜପୁରରୋଡ ଥାନା ଅନ୍ତର୍ଗତ ପଦ୍ମପୁର ସହରସାହିର ମହେଶ୍ବର ଦାସଙ୍କ ପତ୍ନୀ ପ୍ରତିମା ଦାସ(୨୮)ଙ୍କୁ ୨ ଲକ୍ଷ ଟଙ୍କା ପାଇଁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରତିମାଙ୍କ ବାପା ଚିନ୍ତାମଣି ଦାସ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ମୃତଦେହ ଜବତ କରିବା ସହ ସ୍ବାମୀ ମହେଶ୍ବରଙ୍କୁ ଗିରଫ କରିଛି। ମୃତ ପ୍ରତିମାଙ୍କର ୮ ବର୍ଷ ଓ ୪ ବର୍ଷର ଦୁଇଟି ଝିଅ ଅଛନ୍ତି।
ବ୍ୟାସନଗର : ୨ ଲକ୍ଷ ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା
/sambad/media/post_attachments/wp-content/uploads/2020/01/Dead-Body-380x214.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)