ଗଭୀର କୂଅରୁ ମହିଳା ଉଦ୍ଧାର

ଶୁଳିଆପଦା: ମୟୂରଭଞ୍ଜ ଜିଲ୍ଲା ଳିଆପଦା ବ୍ଲକ୍ ଅଧିନ କଣ୍ଟିସାହି ଗ୍ରାମର ରବୀନ୍ଦ୍ର ବିନ୍ଧାଣିଙ୍କ ସ୍ତ୍ରୀ ଚିତ୍ରା (୫୦) ରୋଷେଇ ପାଇଁ ଜାଳେଣି ସଂଗ୍ରହ କରିବାକୁ ଯାଇଥିବା ଗଭୀର କୂଅରେ ପଡ଼ି ଯାଇଥିଲେ। ଖବର ପାଇ ଶୁଳିଆପଦା ଦମକଳ ବାହିନୀ ଘଟଣା ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା।

ସୁରେଶ ଚନ୍ଦ୍ର ସାହୁ ଅନ୍ୟ କର୍ମଚାରୀଙ୍କ ସହଯୋଗରେ ଗଭୀର କୂଅ ଭିତରକୁ ଓହ୍ଲାଇ ବହୁ କଷ୍ଟରେ ଚିତ୍ରାଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର