ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଲକଡାଉନ ଜାରି ରହିଥିବା ବେଳେ ଏହି ସମୟରେ ମହିଳାଙ୍କ ଉପରେ ଘରୋଇ ହିଂସା ବଢ଼ିବାର ଆଶଙ୍କା କରାଯାଉଛି । ତେଣୁ ଘରୋଇ ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ହ୍ୱାଟ୍ସଅପ ନମ୍ବର ଜାରି ହୋଇଛି । ଘରୋଇ ହିଂସାର ସମ୍ମୁଖୀନ ହେଉଥିବା ମହିଳା ଏହି ହ୍ୱାଟ୍ସଅପ ନମ୍ବର ୭୨୫୦୦୬୦୩୯ରେ ଅଭିଯୋଗ କରିପାରିବେ । ମହିଳା ଓ ଶିଶୁ ବିକାଶ ବିଭାଗ ତାଲାବନ୍ଦ ସମୟରେ ଘରୋଇ ହିଂସା ବଢ଼ିବାର ଆଶଙ୍କା କରୁଥିବାରୁ ଏପରି ଉପାୟ ଅବଲମ୍ବନ କରିଛି।
ହିଂସାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହେଲା ହ୍ୱାଟ୍ସଅପ ନମ୍ବର
/sambad/media/post_attachments/wp-content/uploads/2020/04/b41d3409-aed3-458d-aeef-048af0896abc.jpg)