ଭୁବନେଶ୍ୱର : କେନ୍ଦ୍ରାପଡ଼ାସାଂସଦଅନୁଭବମହାନ୍ତିଓତାଙ୍କପତ୍ନୀବର୍ଷାପ୍ରିୟଦର୍ଶିନୀବିବାଦ ମାମଲାରେଅନୁଭବଙ୍କୁନୋଟିସ୍ପଠାଇଛନ୍ତିରାଜ୍ୟମହିଳାକମିଶନ।ଅନୁଭବଙ୍କ ସମେତତାଙ୍କବାପାଓମା’ଙ୍କୁମଧ୍ୟକମିଶନନୋଟିସ୍ପଠାଇଛନ୍ତି।ଏମାନଙ୍କୁଡିସେମ୍ବର୨୯ତାରିଖରେବ୍ୟକ୍ତିଗତଭାବେ ହାଜରହେବାକୁନିର୍ଦ୍ଦେଶଦିଆଯାଇଛି ।
ଘରୋଇ ହିଂସାକୁ ନେଇ ବର୍ଷା ମହିଳା କମିଶନରେ ଅଭିଯୋଗ କରିଥିଲେ । ସେହିପରି ପାରିବାରିକ ବିବାଦକୁ ନେଇ ବର୍ଷା ରବିବାର ଦିନ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Anubhav-Mohanty-Barsha-Priy-1.jpg)