ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ଅନୁଭବଙ୍କୁ ନୋଟିସ୍ ପଠାଇଛନ୍ତି ରାଜ୍ୟ ମହିଳା କମିଶନ ଅନୁଭବଙ୍କ ସମେତ ତାଙ୍କ ବାପା ମାଙ୍କୁ ମଧ୍ୟ କମିଶନ ନୋଟିସ୍ ପଠାଇଛନ୍ତି ଏମାନଙ୍କୁ ଡିସେମ୍ବର ୨୯ ତାରିଖରେ ବ୍ୟକ୍ତିଗତଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି

Advertisment

ଘରୋଇ ହିଂସାକୁ ନେଇ ବର୍ଷା ମହିଳା କମିଶନରେ ଅଭିଯୋଗ କରିଥିଲେ । ସେହିପରି ପାରିବାରିକ ବିବାଦକୁ ନେଇ ବର୍ଷା ରବିବାର ଦିନ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ।