ଚମ୍ପୁଆ : ଚମ୍ପୁଆ ପୁଲିସ ଆଜି ଚୋରାକାଠ ବୋଝେଇ ଗାଡ଼ିକୁ ଜବତ କରିଛି। ଗାଡ଼ିଟି ଗୋଧୂଳି ଦେଇ ଚମ୍ପୁଆକୁ ଆସୁଥିବା ବେଳେ ପୁଲିସ ଚଢ଼ଉ କରି ଜବତ କରିବାରେ ସକ୍ଷମ ହୋଇଥିଲା। ପ୍ରତିଦିନ ଝାଡ଼ଖଣ୍ଡ ଓ ମୟୂରଭଞ୍ଜ ଜିଲ୍ଲାରୁ ଟ୍ରିପ ଟ୍ରିପ କାଠ ଚମ୍ପୁଆ ବଜାରକୁ ଚାଲାଣ ହେଉଛି।
ମାଫିଆମାନେ ମାଲେ ମାଲ ହେଉଥିବା ବେଳେ ଚମ୍ପୁଆ ବନ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/10-7.jpg)