ଭୁବନେଶ୍ବର: ଆପନୋ ପରିବାର,ରାଜଭବନ ସରକାରୀ ସ୍କୁଲ ପିଲା ଙ୍କୁ ନେଇ ପ୍ଲାନେଟୋରିଅମ ରେ ଶୋ ଦେଖାଇଲେ। ଶୋ ରେ "ଭାରତ ଅନ୍ତରୀକ୍ଷ ରେ ୧୦୦ ବର୍ଷ ର ଯୋଜନା" ବିଷୟ ରେ ପିଲା ଶିଖିଲେ । ପିଲା ମନଙ୍କୁ ଚେସ, ଲୁଡୋ ଓ କେରେମ ଦିଆ ଗଲା । ପିଲା ମାନଙ୍କ ପାଇଁ ଖାଇବା ଓ ପିଇବା ବ୍ୟବସ୍ଥା କରାଯାଇ ଥିଲା।
ଆପନୋ ପରିବାର ଏକ ସାମାଜିକ ସଂସ୍ଥା, ସମୟ ସମୟ ରେ ସାମାଜିକ ସେବା କରିଥାନ୍ତି । ଆପନୋ ପରିବାର ପ୍ରେସିଡେଣ୍ଟ ପୁରଣମଲ ଅଗ୍ରୱାଲ, ସେକ୍ରେଟରୀ ଦିଲୀପ ଚନ୍ଦୁକା, ପ୍ରୋଗ୍ରାମ ଦଇତ୍ୟ ରେ ରିତୁ ମୋଦି, ସୁନିତା ଅଗ୍ରୱାଲ,ନିକୁଞ୍ଜ ଖେମାନି ଓ ଅନ୍ୟ ସଦସ୍ୟ ଗଣ ଉପସ୍ଥିତ ରହି ସୁରୁଖୁର ରେ ପାଳନ କରିଛନ୍ତି । ତାଙ୍କ ସେବା ରେ ମୁଗ୍ଧ ହୋଇ ହଷ୍ଟେଲ ସଂଚାଳିକା ଖୁସି ପ୍ରକଟ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/13-5.jpg)