ଆପନୋ ପରିବାରର ବିଶ୍ବ ମାତୃ ଦିବସ

ଭୁବନେଶ୍ବର: ଆପନୋ ପରିବାର,ରାଜଭବନ ସରକାରୀ ସ୍କୁଲ ପିଲା ଙ୍କୁ ନେଇ ପ୍ଲାନେଟୋରିଅମ ରେ ଶୋ ଦେଖାଇଲେ। ଶୋ ରେ “ଭାରତ ଅନ୍ତରୀକ୍ଷ ରେ ୧୦୦ ବର୍ଷ ର ଯୋଜନା” ବିଷୟ ରେ ପିଲା ଶିଖିଲେ । ପିଲା ମନଙ୍କୁ ଚେସ, ଲୁଡୋ ଓ କେରେମ ଦିଆ ଗଲା । ପିଲା ମାନଙ୍କ ପାଇଁ ଖାଇବା ଓ ପିଇବା ବ୍ୟବସ୍ଥା କରାଯାଇ ଥିଲା।

ଆପନୋ ପରିବାର ଏକ ସାମାଜିକ ସଂସ୍ଥା, ସମୟ ସମୟ ରେ ସାମାଜିକ ସେବା କରିଥାନ୍ତି । ଆପନୋ ପରିବାର ପ୍ରେସିଡେଣ୍ଟ ପୁରଣମଲ ଅଗ୍ରୱାଲ, ସେକ୍ରେଟରୀ ଦିଲୀପ ଚନ୍ଦୁକା, ପ୍ରୋଗ୍ରାମ ଦଇତ୍ୟ ରେ ରିତୁ ମୋଦି, ସୁନିତା ଅଗ୍ରୱାଲ,ନିକୁଞ୍ଜ ଖେମାନି ଓ ଅନ୍ୟ ସଦସ୍ୟ ଗଣ ଉପସ୍ଥିତ ରହି ସୁରୁଖୁର ରେ ପାଳନ କରିଛନ୍ତି । ତାଙ୍କ ସେବା ରେ ମୁଗ୍ଧ ହୋଇ ହଷ୍ଟେଲ ସଂଚାଳିକା ଖୁସି ପ୍ରକଟ କରିଛନ୍ତି ।

ସମ୍ବନ୍ଧିତ ଖବର