ଭୁବନେଶ୍ୱର: ବରିଷ୍ଠ ସମ୍ଭକାର ତଥା ଭାରତ ନିର୍ବାଚନ କମିଶନଙ୍କ ପରାମର୍ଶଦାତା ଡ. ଭଗବାନପ୍ରକାଶ, ସ୍ୱରଚିତ ପୁସ୍ତକ ‘ଲୁସିସ୍ ଚିଲ୍ଡ୍ରେନ୍’ ପୂର୍ବତନ ରାଷ୍ଟ୍ରପତି ଡ. ପ୍ରଣବ ମୁଖାର୍ଜୀଙ୍କୁ ଅର୍ପଣ କରିଛନ୍ତି। ଗତ ୪ ତାରିଖରେ ନୂଆଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ଏକ ସୌଜନ୍ୟମୂଳକ ସାକ୍ଷାତ୍-ଆଲୋଚନା ହୋଇଥିଲା। ଏହି ଅବସରରେ ଡ. ଭଗବାନପ୍ରକାଶ ନିଜ ପୁସ୍ତକର ବିଷୟବସ୍ତୁ ସମ୍ବନ୍ଧରେ ସମ୍ୟକ୍ ଧାରଣା ଦେଇଥିଲେ।
ପୂର୍ବତନ ରାଷ୍ଟ୍ରପତିଙ୍କୁ ‘ଲୁସିସ୍ ଚିଲ୍ଡ୍ରେନ୍’ ଅର୍ପଣ
/sambad/media/post_attachments/wp-content/uploads/2017/11/BHP.jpg)