ଏଡିଜି ପାହ୍ୟାକୁ ଗଲେ ଯଶୋବନ୍ତ ଜେଠୱା

ଭୁବନେଶ୍ବର : ଆଇପିଏସ ଅଧିକାରୀ ଯଶୋବନ୍ତ କୁମାର ଜେଠୱାଙ୍କୁ ରାଜ୍ୟ ସରକାର ଏଡିଜି ରୢାଙ୍କକୁ ପଦୋନ୍ନତି ଦେଇଛନ୍ତି। ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶଥାଉକି, ଯଶୋବନ୍ତ ବର୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସପିଜିର ଆଇଜି ଭାବେ ଦିଲ୍ଲୀରେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର